ରାଜଧାନୀରେ ସୁଧୁରୁନି ଟ୍ରାଫିକ୍‌ ସମସ୍ୟା : ବଢ଼ୁଛି ଦୁର୍ଘଟଣା

ଅଚଳ ଟାଇମର୍‌, ନାହିଁ ସ୍ପାଇକ୍‌ ବ୍ୟାରିୟର୍‌ ଭୁବନେଶ୍ୱର: ରାଜଧାନୀର ଟ୍ରାଫିକ୍‌ ସମସ୍ୟା ସୁଧୁରିଲା ନାହିଁ। ବାରମ୍ବାର ପରୀକ୍ଷାନିରୀକ୍ଷା ହେଉଛି, ନୂଆ ବୈଷୟିକ ଜ୍ଞାନକୌଶଳ ବାବଦକୁ ରାଜ‌କୋଷରୁ ବିପୁଳ ଟଙ୍କା ବି ଖର୍ଚ୍ଚ ହେଉଛି। କିନ୍ତୁ ଏବେ ବି ରାଜଧାନୀବାସୀ ଟ୍ରାଫିକ୍‌ ଜାମ୍‌ରେ ଫସି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ୍‌ ଭିଡ଼ରେ ବି ଫସୁଛି ଆମ୍ବୁଲାନ୍ସ। ସବୁଦିନ କେଉଁଠି ନା କେଉଁଠି ଦୁର୍ଘଟଣା ହେଉଛି। ଜେବ୍ରା କ୍ରସିଂ ଥାଇ ନଥିଲା … Continue reading ରାଜଧାନୀରେ ସୁଧୁରୁନି ଟ୍ରାଫିକ୍‌ ସମସ୍ୟା : ବଢ଼ୁଛି ଦୁର୍ଘଟଣା